Jump to content

କୋଟ୍ କାମିଜି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟ୍ କାମିଜି
ଉଚ୍ଚାରଣ: Koṭ kāmiji
কোটকামিজ कोटकमिज

ବୈଦେ. ବି.—(ସହଚର ଆଧୁନିକ ଅଙ୍ଗବସ୍ତ୍ରଦ୍ବୟ)(ଇଂ. କୋଟ୍+ଆ. କମୀଜ) —

ସାମନା ଖୋଲା କୁର୍ତ୍ତା ଓ ବେକ ପାଖେ ମେଲା ଥିବା କୁର୍ତ୍ତା — Coat and shirt.