କୋଠକାଠ
ଦେଖଣା
କୋଠକାଠ —
ଉଚ୍ଚାରଣ: Koṭhakāṭa
ଗ୍ରା. ବି —
୧: ଗ୍ରାମବାସୀ ସକଳ ବ୍ୟକ୍ତିଙ୍କର ଏକତ୍ର ଅଧିକୃତ ସମ୍ପତ୍ତି — ୧. The joint property of all the villagers in a village.
୨: ଗ୍ରାମର ଇଜମାଲି ସମ୍ପତ୍ତିର ଆୟ ବା ଉତ୍ପାଦନ — ୨. The income or out-turn of the joint property of all the villagers in a village.