କୋଠଖଳା
ଦେଖଣା
କୋଠଖଳା —
ଉଚ୍ଚାରଣ: Koṭha khaḻā
ଦେ. ବି —
୧: ଯେଉଁ ଖଳାରେ ଗ୍ରାମବାସୀଙ୍କ ଇଜମାଲି ଶସ୍ୟ ଅମଳ କରାଯାଏ — ୧. The thrashing floor where paddy belonging to the villagers jointly is thrashed and granered.
୨: ଗ୍ରାମର ଯେଉଁ ଖଳାରେ ବହୁ ଲୋକେ ଆଣି ନିଜନିଜର ଧାନ କାଟି ଜମା କରନ୍ତି ଓ ପରେ ଅମଳ କରି ନିଜ ନିଜ ଘରକୁ ନିଅନ୍ତି —୨. A threshing floor where many villagers stock-their paddy sheaves for threshing.