Jump to content

କୋଠପୁଅ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠପୁଅ
ଉଚ୍ଚାରଣ: Koṭha pua

ଦେ. ବି —

୧: ଯେଉଁ ପୁତ୍ର ଜମ୍ନ କରିଥିବା ପିତା ଓ ପାଳକ ପିତା ଉଭୟଙ୍କର ସମ୍ପତ୍ତିରେ ଅଧିକାରୀ ହୁଏ — ୧. A son who inherits his natural father as well as his adoptive father.

୨: (ଗାଳି) ଜାରଜ ସନ୍ତାନ —୨. A bastard.