Jump to content

କୋଠାଗରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠାଗରମ
ଉଚ୍ଚାରଣ: Koṭhāgarama
কোঠগরম काठाबिगड़ना; कोठागर्म

ଦେ. ବି —

୧: ଉଦର ଗରମ; ଉଦର ମଧ୍ୟସ୍ଥ ବାଯୁ ଆଦି ପ୍ରକୃପିତ ହେବା (ଯଥା—ମଥା ଶରଦଦ୍ବାରା ମୁଣ୍ଡ ଥଣ୍ଡା ଓ ପରିସ୍ରା ହଳଦିଆ ହେବାରୁ) — ୧. The condition of the system where in a person feels cold in the upper parts (head etc) and hot in the lower parts (e.g. dysentery; burning sensation while passing urine)

୨: ବହୁକାଳ ଅନାହାର କଲେ ପେଟ ଗରମ ହୋଇଯିବା — ୨. A feeling of apparent heat in the abdomen due to long fasting.