କୋଠାବାଡ଼ି
ଦେଖଣା
କୋଠାବାଡ଼ି —
ଉଚ୍ଚାରଣ: Koṭhābāṟḍ̠i
কোঠাবাডি
कोठाहवेली
ଦେ. ବି. (ସହଚର; ସଂ. କୋଷ୍ଠ+ବାଟିକା) —
୧: ପକ୍କା କୋଠା ଆଦି ସମ୍ପତ୍ତି — ୧. Palaces and buildings.
୨: ଅନେକ ପକ୍କାଘର — ୨. Extensive pucca stuctures.
୩: କୋଠା ଏବଂ ଭୂସମ୍ପତ୍ତି —୩. Property in the shape of building and lands.