Jump to content

କୋଠାରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠାରି
ଉଚ୍ଚାରଣ: Koṭhāri

ଦେ. ବି —

୧: (ସଂ. କୋଟରାକ୍ଷୀ) ଦୁର୍ଗାଙ୍କର ରୂପାନ୍ତର — ୧. A form of Durgā.

୨: (ସଂ. କୋଷ୍ଠରକ୍ଷକ) କୋଠଭଣ୍ଡାର ରକ୍ଷକ —

ভাণ্ডারী काठारी
୨. The keeper of the privy purse; treasurer of a Raju's private treasury or purse; the trustee or treasurer of a man's own private treasury.

୩: ଇଜମାଲି ଧନର ରକ୍ଷକ ବା ମାର୍ଫତ୍ଦାର — ୩. The keeper or trustee of joit funds.

୪: ଦେବତାଙ୍କ ଅଳଙ୍କାର ଓ ବସ୍ତ୍ରାଦି ରକ୍ଷକ ସେବକ — ୪. The keeper of a Deity's ornaments and wardrobe.