କୋଠା ବାଡ଼େଇବା
ଦେଖଣା
କୋଠା ବାଡ଼େଇବା —
ଉଚ୍ଚାରଣ: Koṭhā bāṟḍ̠eibā
ଦେ. କ୍ରି —
୧: ଶୀଘ୍ର କୋଠା ତିଆରି କରିବା — ୧. To cause buildings to be raised within a short time.
୨: କୋଠାର ଛାତରେ ଚୂନଗୋଡ଼ି ଆଦି ପିଟିବା — ୨. To press or lay concrete etc on the roof of a building.