Jump to content

କୋଠିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠିଆ
ଉଚ୍ଚାରଣ: Koṭhiā
(କୋଠିଆଣୀ—ସ୍ତ୍ରୀ) हलबाह

ଦେ. ବି. ପୁଂ. (ସଂ. କୋଷ୍ଠ=ଶସ୍ୟାଗାର) —

୧: ଚାଷ କରିବା ସକାଶେ ବର୍ଷକ ପାଇଁ ନିଯୁକ୍ତ ମୂଲିଆ — ୧. A farm-labourer; labourer engaged for looking after cultivation or agricultural operations.

[ଦ୍ର—ଏମାନେ ଦୈନିକ ମୂଲ ପାଆନ୍ତି ଏବଂ ତାହାଛଡ଼ା କିଛି ଜମି ମଧ୍ୟ 'ହେତା' ରୂପେ ପାଆନ୍ତି]

୨: ଖମାରୋଇ —୨. A head-servant in charge of the nijchas lands of a Zamindar.

୩: ଶସ୍ୟଗାରର ରକ୍ଷକ ଚାକର — ୩. A servant entrusted with the charge of looking after the grains in a granary (e.g. measuring the produce, measuring the paddy stored and given out.)