Jump to content

କୋଠିଆ ହେତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠିଆ ହେତା
ଉଚ୍ଚାରଣ: Koṭhiā hetā

ଦେ. ବି —

ଚାଷ କାମ କରିବା ନିମନ୍ତେ ନିଯୁକ୍ତ କୋଠିଆକୁ ଦୈନିକ ମୂଲ ବ୍ୟତିତ ଦିଆ ଯାଇଥିବା ଜାଗିରି —The service-land given to a Koṭhiā for cultivating it on his own account, over and above the daily wages he gets from the master.