Jump to content

କୋଠି କାଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠି କାଟିବା
ଉଚ୍ଚାରଣ: Koṭhi kāṭibā
কুঠি কাটা कोठी काटना

ଦେ. କ୍ରି —

୧: ଭୂମି ବା କାନ୍ଥରେ ଚିତା ବା ମୁରୁଜ ଦ୍ବାରା ମୁଣ୍ଡୁଳା ବା ଭିନ୍ନଭିନ୍ନ ଜ୍ୟାମିତିକ କ୍ଷେତ୍ର ରଚନା କରିବା —୧. To draw different geometrical figures on the ground or any other surface.

୨: ପଶା ବା କଉଡ଼ି ବା ସତରଞ୍ଜ ଖେଳ ନିମନ୍ତେ ଘରା ଅଙ୍କିତ କରିବା — ୨. To draw squares for playing for playing at chess etc.

୩: ମୁଣ୍ଡକୁ ଖିଅର କରି କଲୀ ରଖିବା — ୩. To make up artistic figures by shaving the crown of the head.