Jump to content

କୋଠି ଫିଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠି ଫିଟାଇବା
ଉଚ୍ଚାରଣ: Koṭhi phiṭāibā

ଦେ. କ୍ରି —

ଧାନ ସଞ୍ଚୟକାରୀ ମହାଜନ ଧାନ ବିକ୍ରି କରିବା ବା କରଜ ଦେବା ନିମନ୍ତେ କୋଠିର ଦୂଆରର ଚାବି ଖୋଲିବା — To open the lock of the granary for selling or lending the stored up paddy.