Jump to content

କୋଠ ଖମାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠ ଖମାର
ଉଚ୍ଚାରଣ: Koṭha khamāra

ଦେ. ବି —

ଖମାର ଚାଷ; ଜମିଦାରଙ୍କ ନିଜ ହଳ ଓ ଚାକାର ଦ୍ବାର ଚାଷ ହେଉଥିବା ଭୂମି; ନିଜ୍ଚାଷ; ନିଜ୍ଜୋତ — The Zamindar's private lands; the khas farm-lands of a Zamindar.