Jump to content

କୋଠ ଘର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠ ଘର
ଉଚ୍ଚାରଣ: Koṭha ghara

ଦେ. ବି —

୧: ଯେଉଁ ଘରେ ଅନେକ ପରିବାରଙ୍କର ସ୍ବାମିତ୍ବ ଥାଏ — ୧. The joint house of many families.

୨: (ଆଧୁନିକ ବ୍ୟବହାର) ବିଦ୍ୟାଳୟରେ ବା ଛାତ୍ରବାସରେ ଯେଉଁ କୋଠିରୀରେ ସାଧାରଣତଃ ବହୁ ବାଳକ ସମବେତ ହୋଇ ପୁସ୍ତକ ଓ ସଂବାଦପତ୍ରାଦି ପାଠ ଓ ଆଲୋଚନା କରନ୍ତି — ୨. Common room of a school or hostel.

ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର) ବି —

ଗ୍ରାମ ମଝିରେ ବା ଗୋଟିଏ ମୁଣ୍ଡରେ ଗ୍ରାମବାସୀ ସାଧାରଣଙ୍କ ବା ଅଭ୍ୟାଗତବିଶଷ୍ଟ ବ୍ୟକ୍ତିମାନଙ୍କ ଓ ରାଜକର୍ମଚାରୀଙ୍କ ବ୍ୟବହାର ନିମନ୍ତେ ପ୍ରସ୍ତୁତ ହୋଇଥିବା ଘର — House built either in the middle or at the end of a village for the use of the villagers in general or of strangers, officials and guests visiting the village.