Jump to content

କୋଠ ଭଣ୍ଡାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠ ଭଣ୍ଡାର
ଉଚ୍ଚାରଣ: Koṭha bhaṇḍāra
कोठार

ଦେ. ବି —

୧: ନିଜର ଧନାଗାର — ୧. One's own treasury; one's own hoard.

୨: ରାଜକୋଷ —୨. Royal treasury.

ସଖି ଅନୁରୋଧେ ଇନ୍ଦରା ଦେଲେ କୋଠ ଭଣ୍ଡାରୁ ରାଧାନାଥ. ଚନ୍ଦ୍ରଭାଗା

୩: ସାଧାରଣ ଧନ ଗଚ୍ଛିତ ଥିବା ଧନାଗାର — ୩. Public treasury.

୪: ଯେଉଁ ଧନାଗାରରେ ଇଜମାଲ ଧନ ସଞ୍ଚିତ ଥାଏ — ୪. A treasury where joint cash is deposited.