Jump to content

କୋଠ ଭୋଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠ ଭୋଗ
ଉଚ୍ଚାରଣ: Koṭha bhoga

(ୟଜମାନି ଭୋଗ—ବିପରୀତ)

ଦେ. ବି —

ଦେବତାଙ୍କ ନିକଟଙ୍କରେ ପ୍ରତିଦିନ ଭୋଗ ହେବା ନିମନ୍ତେ ଖଞ୍ଜାଥିବା ନିର୍ଦ୍ଦିଷ୍ଟ ଭୋଗ; ଏହା ଦେବତାଙ୍କ ଫଣ୍ଡାରୁ ଦିଆଯାଏ — The prescribed quantity of offerings made to a Deity out its own funds (as opposed to the offerings made at the expense of pilgrims.)