କୋଠ ଲୋକ
ଦେଖଣା
କୋଠ ଲୋକ —
ଉଚ୍ଚାରଣ: Koṭha loka
ଦେ. ବି —
୧: ଯେଉଁ ଦାସୀ ଗର୍ଭରେ ରାଜାଙ୍କ ଔରସରେ ସନ୍ତାନ ଜନ୍ମିଥାଏ —୧. A concubine of a Raja who has given birth to a child.
୨: ଅଧିନସ୍ଥ ବ୍ୟକ୍ତି —୨. A subservient person.
୩: ନିଜର ଭୃତ୍ୟ —୩. Personal servant.
ନଷ୍କାମରକ୍ତି ତାକୁ ଦେଉ ତୋ କୋଠ ଲୋକ କରି ନେଉ ଭୂପତି. ପ୍ରେମପଞ୍ଚାମୃତ