Jump to content

କୋଠ ସମ୍ପତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠ ସମ୍ପତ୍ତି
ଉଚ୍ଚାରଣ: Koṭha sampatti
এজমালী সম্পত্তি इजमालिसंपात्ति

ଦେ. ବି. —

୧: ଇଜମାଲି ସମ୍ପତ୍ତି; ବହୁସ୍ବାମିକ ସମ୍ପତ୍ତି — ୧. Joint property; common property.

୨: ସର୍ବସାଧାରଣଙ୍କ ସମ୍ପତ୍ତି — ୨. Public property.