Jump to content

କୋଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼
ଉଚ୍ଚାରଣ: Koṟḍ̠a
কোল, কোর गोद, कोली, कौरी

ଦେ. ବି. (ସଂ. କ୍ରୋଡ଼) —

୧: ଉତ୍ସଙ୍ଗ; କୋଳ; (ବସି କରି ଦୁଇ ଗୋଡ଼କୁ ଭୂମିରେ ଲମ୍ବାଇଲେ) ପେଟ ତଳୁ ଆଣ୍ଠୁ ପର୍ଯ୍ୟନ୍ତ ସ୍ଥାନ — ୧. The lap.

୨: କୋଡ଼ିଦ୍ବାରା ମାଟି ହାଣିବାର ପ୍ରକ୍ରିୟା — ୨. The operation of cutting earth with spade; spading.

(ଯଥା—ସାରୁଜମି ଏ ମାସରେ ଦୁଇ କୋଡ଼ ପାଇଲାଣି)

ଦେ. ବି. —

କୋଢ଼ (ଦେଖ) Koṟḍ̠ẖa (See)