କୋଡ଼ଗାତ
ଦେଖଣା
କୋଡ଼ଗାତ —
ଉଚ୍ଚାରଣ: Koṟḍ̠agāta
কুঁচকি
कुचकि; जञ्जका जोड़
ଦେ. ବି. (ସଂ. କ୍ରୋଡ଼୍ ଓ ଗର୍ତ୍ତ) —
କ୍ରୋଡ଼ ଓ ଜଘଂ ମଧ୍ୟରେ ଥିବା ସନ୍ଧି; ଜଘଂ ଓ ଜନନେନ୍ଦିୟର ମଧ୍ୟବର୍ତ୍ତୀ ସନ୍ଧିଦ୍ବୟ —Groin; the part of body or cavity between the thighs and the private organ; hip-joint.