Jump to content

କୋଡ଼ପୋଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ପୋଛା
ଉଚ୍ଚାରଣ: Koṟḍ̠apochhā
কোলের ছেলে কোলের বাছা गोदका बच्चा

ଦେ. ବିଣ —

୧: ଯେଉଁ ଶିଶୁ ମାତାର ସର୍ବଶେଷ ଶିଶୁ — ୧. The last child of a mother.

୨: ଯେଉଁ ଶିଶୁ ଅବଧି ମାତୃକ୍ରୋଡ଼ର ଆଶ୍ରୟ ଛାଡ଼ି ନାହିଁ; ଦୁଗ୍ଧପୋଷ୍ୟ (ଶିଶୁ) — ୧. An infant who has yet been weaned.