କୋଡ଼ମାଇ
ଦେଖଣା
କୋଡ଼ମାଇ —
ଉଚ୍ଚାରଣ: Koṟḍ̠amāi
ଦେ. ବି —
କୋଡ଼ମେଇ; ଚିରା ବେତ ବା ବାଉଁଶରେ ବୁଣା ହୋଇଥିବା ଧାନ ଆଦି ଶସ୍ୟ ସାଇତିବା ନିମନ୍ତେ ପ୍ତସ୍ତୁତ ପାତ୍ର; ଡୋଲି —A large basket of wicker work (woven with bamboo or cane split up) to store grain.