Jump to content

କୋଡ଼ମାକଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ମାକଡ଼ିଆ
ଉଚ୍ଚାରଣ: Koṟḍ̠amākaṛḍ̠iā
রোগা

ଦେ. ବିଣ —

୧: ରୋଗାଦି ହେତୁରୁ ବିଭୃତ ହୋଇ— ଥିବା (ଫଳ) —୧. (fruit) Deformed owing to some disease.

୨: ହିଡ଼କତି କଲାବେଳେ କିମ୍ବା ବନ୍ଧକୁ କୋଡ଼ିଆଦି ଦ୍ବାରା କାଟିଲା ବେଳେ ଗୋଟାଏ ପାଖ ବେଶି ଓ ଗୋଟାଏ ପାଖ କମି ହୋଇ ହଣ୍ଡାଯାଇଥିବା (ବନ୍ଧ ବା ହିଡ଼) — ୨. Irregularly cut (ridge of a field).

୩: ଖୋଳିବା ବେଳେ ଗୋଟିଏ ୘ଡ଼ କୋରଡ଼ ହୋଇଥିବା (ଗାତ ବା ଖଣି) —୩. (a pit) Which has been hollowed more on one side.