କୋଡ଼ମାଡ଼
ଦେଖଣା
କୋଡ଼ମାଡ଼ —
ଉଚ୍ଚାରଣ: Koṟḍ̠amāṟḍ̠a
धड़क; हाला
ଦେ. ବି —
୧: କୁଟ୍କାଣ୍ଡ୍; ବିଶେଷ ରୂପେ ପ୍ରହାର ବା ଅତ୍ୟଚାର —୧. Severe oppression; sound thrashing; thoroughly turning up and down a thing.
୨: ବିଶେଷ ଆନ୍ଦୋଳନ; ଘଣ୍ଟାଚକଟା — ୨. A great agitation.