କୋଡ଼ି
ଦେଖଣା
କୋଡ଼ି —
ଉଚ୍ଚାରଣ: Koṟḍ̠i
কুদালি
कोदाली
ଦେ. ବି. (ସଂ. କୁଦ୍ଦାଳ; କୁଦାର) —
୧: ମାଟି ହାଣିବାର ନଖାକାର ଶସ୍ତ୍ରବିଶେଷ — ୧. Mattock; hoe; spade with a small handle.
କୋଡ଼ି କାଙ୍କ ସାବଳେ ତାହାକୁ ଖୋଳିଲେ କୃଷ୍ଣସିଂହ. ମହାଭାରତ. ଅନୁଶାସନ
কুড়ি
कोड़ि
୨: (ସଂ. କୋଟି; ତୁଳ. ଇଂ. ସ୍କୋର୍)— କୋଡ଼ିଏ ସଂଖ୍ୟାର ସମାହାର — ୨. A score; an aggregate of twenty.
কুঢী
कोढ़ी
୩: (ସଂ. କୁଷ୍ଠୀ)—କୋଢ଼ିଆ (ଦେଖ) ୩. Koṟḍ̠ẖiā (See)