Jump to content

କୋଡ଼ିଆଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ିଆଇବା
ଉଚ୍ଚାରଣ: Koṟḍ̠iāibā
কোলেকরা कोलमेलेना

ଦେ. କ୍ରି —

କୋଳକୁ ଆଣିବା, ଆଲିଙ୍ଗନ କରିବା — To embrace, to bring into one's lap.

ଗୁରୁପୂଜା, ତପସ୍ୟା, ଦେବପୂଜା, ୟାଗ, ଅଲୋର ଆଦି ଯେ ସୂକୃତ ମହୀଢଗ ମଧ୍ୟରେ ରହିଅଛି ଆହେ ନରସାଇ ତାହା ଆଣଇ ସେ କୋଡ଼କୁ କୋଡ଼ିଆଇ କୃଷ୍ଣସିଂହ ମହାଭାରତ ଅନୁଶାସନ