କୋଡ଼ିଦାନ୍ତିଆ
ଦେଖଣା
କୋଡ଼ିଦାନ୍ତିଆ —
ଉଚ୍ଚାରଣ: Koṟḍ̠idāntiā
କୋଡ଼ିଦାନ୍ତେଈ, କୋଡ଼ିଦାନ୍ତୋଈସ୍ତ୍ରୀ
ଦେ. ବିଣ. ପୁଂ. (ପୁରୁଷଙ୍କ ପ୍ରତି ଗାଳି) —
ୟାହାର ଦାନ୍ତ ଗୁଡ଼ିକ କୋଡ଼ି ପରି ବଡ଼ ବଡ଼, ଅସଂଲଗ୍ନ ଓ ଅସୁନ୍ଦର — (males) Whose teeth are large like mattocks and are unconnected and ugly-looking.