କୋଡ଼ିପଷା
ଦେଖଣା
କୋଡ଼ିପଷା —
ଉଚ୍ଚାରଣ: Koṟḍ̠ipashā
কুদালেরপাষি
ଦେ. ବି. (ସଂ. କୁଦ୍ଦାଳ+ପାର୍ଷ୍ଣି; ପୃଷ୍ଠ) —
୧: କୋଡ଼ିର ବିସ୍ତୃତ ଫଳକ — ୧. The body of a spade.
୨: କୋଡ଼ିର ମୂଳପାଖ — ୨. The root of a spade.
୩: କୋଡ଼ିର ବେଣ୍ଟ ଲାଗିବା କଣା — ୩. The eye of a spade.