କୋଡ଼ିହଣା
ଦେଖଣା
କୋଡ଼ିହଣା —
ଉଚ୍ଚାରଣ: Koṟḍ̠ihaṇā
কোদালহনা
कुदाळीगोड़ना
ଦେ. ବି. —
କୋଡ଼ିଦ୍ବାରା ମାଟି ହାଣିବା କାର୍ଯ୍ୟ — The act of cutting the earth with a spade.
[ଦ୍ର—ଏହା ବିଶେଷ ଶ୍ରମସାଧ୍ୟ କାର୍ଯ୍ୟ ଥିବାରୁ ଲୋକେ କହନ୍ତି—'କୋଡ଼ିହଣା ଠାରୁ ମିଳନ୍ତି ନାହିଁ']