କୋଡ଼ିହାଣିବା
ଦେଖଣା
କୋଡ଼ିହାଣିବା —
ଉଚ୍ଚାରଣ: Koṟḍ̠ihāṇibā
কোদলান
ଦେ. କ୍ରି. —
୧: କୋଡ଼ିରେ ମାଟି ହାଣିବା — ୧. To cut earth with a spade.
[ଦ୍ର—କୋଡ଼ିହାଣିବା= କୋଡ଼ିରେ ମାଟି ହାଣିବା;
গোড়না
କୋବା ବାଡ଼େଇବା= କୋବାରେ ଛାତିଆଦି ବାଡ଼େଇବା; ମୁଣ୍ଡ ବାନ୍ଧିବା= ମୁଣ୍ଡର ବାଳକୁ ବାନ୍ଧିବା; ଏଗୁଡ଼ିକ ଭାଷାର ବୈଶିଷ୍ଟ ଅଟେ]