କୋଡ଼ି ବେଣ୍ଟ
ଦେଖଣା
କୋଡ଼ି ବେଣ୍ଟ —
ଉଚ୍ଚାରଣ: Koṟḍ̠i beṅṭa
কোদালের বাঁট
कुदालीकी बेँण
ଦେ. ବି. (ସଂ. କୁଦ୍ଦାଳ+ବୃନ୍ତ) —
କୋଡ଼ିରେ ଲାଗିଥିବା କାଠର ବେଣ୍ଟ (ୟାହାକୁ ଧରି ମା଼ଟି ହାଣନ୍ତି) — The handle of a spade.
[ଦ୍ର—କୋଡ଼ିର ମୁଠାର ଛିଦ୍ର (ପଷା) ଯେବେ ଉପରମୁହାଁ ହୋଇଥାଏ, ତେବେ କୋଡ଼ିବେଣ୍ଟା ଉପରକୁ ଉଠିଥାଏ କୋଡ଼ିର ଏ ଅବସ୍ଥାକୁ 'ସଗା' କହନ୍ତି, ତଳମୁହାଁ ହୋଇଥିଲେ; କୋଡ଼ିର ବେଣ୍ଟ ତଳକୁ ପଡ଼ିଯାଏ—ଏ ଅବସ୍ଥାକୁ 'ତୁଳା' କହନ୍ତି ]