Jump to content

କୋଡ଼ି ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ି ମାରିବା
ଉଚ୍ଚାରଣ: Koṟḍ̠i māribā
কোদালমারা कुदाळी मारना

ଦେ. କ୍ରି. —

କୋଡ଼ିଦ୍ବାରା ମାଟିରୁ ଘାସ ତାଞ୍ଛି ମାଟିକୁ ସମତୁଲ କରିବା —To scarpe grass etc from the surface and level a place.


କୋଡ଼ି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ହଣା ଯାଇଥିବା ବା ଅଳ୍ପ ଅସମତଳ ମାଟିକୁ କୋଡ଼ିରେ ମସତୁଲ କରିବା