କୋଡ଼ କରିବା
ଦେଖଣା
କୋଡ଼ କରିବା —
ଉଚ୍ଚାରଣ: Koṟḍ̠ karibā
কোলকরা
गोदमेलेना, कोलीमेलेना
ଦେ. କ୍ରି. —
କୋଳାଗ୍ରତ କରିବା; କ୍ରୋଡ଼ରେ ଗ୍ରହଣ କରିବା —To take a child on one's lap; to take one into the seat formed by sitting upright and exending the two legs together.