Jump to content

କୋଡ଼ ଖାଲି ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଡ଼ ଖାଲି ହେବା
ଉଚ୍ଚାରଣ: Koṟḍ̠a khāli hebā
কোওমরা

ଦେ. ବି. —

୧: ସ୍ତ୍ରୀ କ୍ରୋଡ଼ ଶିଶୁଶୂନ୍ୟ ହେବା; କୋଡ଼ପୋଛା ପିଲା ମରିଯିବା — ୧. A mother's lap becoming empty by the death of an infant; death of one's infant.

୨: ସ୍ବାମୀର କ୍ରୋଡ଼ ସ୍ତ୍ରୀଶୂନ୍ୟ ହେବା; ଯୁବତୀ ସ୍ତ୍ରୀର ମୃତ୍ବୁ ଘଟିବା —୨. A husband's lap becoming empty by the death of a young wife; death of one's young wife.

୩: ସ୍ତ୍ରୀବିଚ୍ଛେଦରେ ସ୍ବାମୀର ବା ସ୍ବାମୀର ବିଚ୍ଛେଦରେ ସ୍ତ୍ରୀ ଏକାକୀ ଶୟନ କରିବା ଅବସ୍ଥା —୩. The state of a husband or wife living alone without the partner being near by.