କୋଢ଼ିଆ
ଦେଖଣା
କୋଢ଼ିଆ —
ଉଚ୍ଚାରଣ: Koṟḍ̠ẖiā
কুড়ে; কুড়ী
कोढ़ि
ଦେ. ବିଣ. (ସଂ. କୁଷ୍ଠୀ) —
୧: ଗଳିତକୁଷ୍ଠରୋଗାକ୍ରାନ୍ତ — ୧. Leprous.
୨: ଗଳିତ କୁଷ୍ଠ ଯୋଗୁଁ ପଙ୍ଗୁ — ୨. Cripped by leprosy.
୩: ସୁସ୍ଥି; ଅଳସୁଆ; କର୍ମକୋଢ଼ି — ୩. Idle; indolent; lazy.
ଦେ. ବି. —
୧: କୁଷ୍ଠାରୋଗାକ୍ରାନ୍ତ ବ୍ୟକ୍ତି — ୧. A leper.
୨: ଯେ କୌଣସି କାମ ନ କରି ସବୁବେଳେ ବସି ରହେ — ୨. An idler; loafer.