Jump to content

କୋଣକାଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଣକାଣ୍ଡ
ଉଚ୍ଚାରଣ: Koṇakāṇḍa
কোনাচ कोमखिला

ଦେ. ବି. (ସଂ. କୋଣ+ଓ. କାଣ୍ଡ) —

ମଉଡ଼ଘରେ ଚାଳର କୋଣରେ ଥିବା କାଠ ବା ବାଉଁଶର କାଣ୍ଡ —A large bamboo or wooden pole laid at the corner of the thatch of a square-thatched house; corner- plate of a thatch.