Jump to content

କୋଣଦଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଣଦଣ୍ଡ
ଉଚ୍ଚାରଣ: Koṇadaṇḍa
कोनेदंड

ଦେ. ବି. (ସଂ. କୋଣ ଓ ଦଣ୍ଡ) —

ଘରର କୋଣ ଆଡ଼କୁ ମୁହଁ କରି କୋଣର ଦୁଇପାଖର କାନ୍ଥରେ ହାତ ଦେଇ ସାଧନ କରାଯିବା ଦଣ୍ଡ ବା କସରତ୍ — An athletic exercise done by facing the corner of a room and touching the walls on the two sides.