Jump to content

କୋଣାକୋଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଣାକୋଣି
ଉଚ୍ଚାରଣ: Koṇākoṇi

ସଂ. ଅ. (କୋଣ+କୋଣ+ଇ) —

୧: କୌଣସି ବସ୍ତୁର ଏକ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ — ୧. From angle to angle.

୨: କଣବାଗରେ —୨. Cornerwise.

୩: କର୍ଣ୍ଣବାଗରେ —୩. Diagonally.