କୋଣାଘାତ
ଦେଖଣା
କୋଣାଘାତ —
ଉଚ୍ଚାରଣ: Koṇāghāta
ସଂ. ବି. (୩: ୟା ତତ୍; କୋଣ+ଆଘାତ) —
ବହୁବାଦ୍ୟର ଏକତ୍ର ବାଦନ —Simultaneous sounding of countless musical instruments; striking of drums and many other musical instruments.
[ଦ୍ର—ଏକ ଲକ୍ଷ ଢକ୍କା ଓ ସହସ୍ର ଭେରୀ ଏକସ୍ଥାନରେ ଏକ ସମୟରେ ବାଜିଲେ ତାହାକୁ କୋଣାଘାତ ବୋଲାଯାଏ]