Jump to content

କୋଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଣିଆଁ
ଉଚ୍ଚାରଣ: Koṇiāñ
কোণা; কুনো; কোণুয্রা कोनेदार

ଦେ. ବିଣ. (ସଂ. କୋଣୀ) —

କୋଣଯୁକ୍ତ — Angular

[ଦ୍ର—ଏ ଶବ୍ଦ ସଂଖ୍ୟାବାଚକ ଶବ୍ଦ ପରେ ବ୍ୟବହୃତ ହୁଏ; ଯଥା—ତିନିକୋଣିଆଁ, ଆଠକୋଣିଆଁ]