Jump to content

କୋଣିଆଇଁ ଚାହିଁବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଣିଆଇଁ ଚାହିଁବା
ଉଚ୍ଚାରଣ: Koṇiāiñ chāhiñbā
আড়ে চাওয়া कमखियेँसे देखाना

ଦେ. କ୍ରି —

ଆପାଙ୍ଗଦୃଷ୍ଟି କରିବା; ବାଙ୍କଚାହାଣି କରିବା —To cast a sidelong glance; to ogle.

କୋଣିଆଇଁ ଚାହିଁବାରେ ଆଖିଲଟା—ଦୀନକୃଷ୍ଣ. ରସକଲ୍ଲୋଳ