Jump to content

କୋତିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋତିବା
ଉଚ୍ଚାରଣ: Kotibā
করাতেচেরা आरेसेचीरना

ଦେ. କ୍ରି. (ସଂ. କୃତ୍ ଧାତୁ) —

କରତିବା; କାଟିବା — To cut, as by a saw.

ରତିପତି ଯେ ଏବେ ବିକୋଚି କୋତି ହେ—ଭଞ୍ଜ. ପ୍ରେମସୁଧାନିଧି