କୋଥଲ
ଦେଖଣା
କୋଥଲ —
ଉଚ୍ଚାରଣ: Kothala
(କୋଥଲୀ—ସ୍ତ୍ରୀ)
ପ୍ରା. ବି. ପୁଂ. (ସଂ. ସ୍ଥୁଳକାୟ) —
୧: ପେଟୁଆ — ୧. Pot-bellied.
୨: କୋଦା; ମୋଟା —୨. Fat-bodied.
୩: ବହୁତ; ବେଶି; ଗାଢ଼ —୩. Excessive.
କୋଥଲ ଧୂଆଁ ଦେଇ ଅଛନ୍ତି ତାରତଳେ ମାର୍କଣ୍ଡେୟ ପୁରାଣ
କୋଥଲ —
ଉଚ୍ଚାରଣ: Kothala
(କୋଥଲୀ—ସ୍ତ୍ରୀ)
ପ୍ରା. ବି. ପୁଂ. (ସଂ. ସ୍ଥୁଳକାୟ) —
୧: ପେଟୁଆ — ୧. Pot-bellied.
୨: କୋଦା; ମୋଟା —୨. Fat-bodied.
୩: ବହୁତ; ବେଶି; ଗାଢ଼ —୩. Excessive.
କୋଥଲ ଧୂଆଁ ଦେଇ ଅଛନ୍ତି ତାରତଳେ ମାର୍କଣ୍ଡେୟ ପୁରାଣ