କୋଥଳି
ଦେଖଣା
କୋଥଳି —
ଉଚ୍ଚାରଣ: Kothaḻi
কুথলী
ଦେ. ବି. (ସଂ. କୁ+ସ୍ଥଳୀ ବା ସ୍ଥାଳୀ) —
୧: ମୋଟ କନାର ଥଳି — ୧. A bag of coarse cloth; wallet.
कोथली
୨: ତିଳକ ଓ ପୂଜାର ଉପାଦନ ରଖିବାର ମୁଣି — ୨. A wallet for containing the articles used during daily worship.