Jump to content

କୋଦଣ୍ଡଧର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଦଣ୍ଡଧର
ଉଚ୍ଚାରଣ: Kodaṇḍadhara

ସଂ. ବିଣ. ପୁଂ. (କୋଦଣ୍ଡ+ଧୃ ଧାତୁ= ଧରିବା +କର୍ତ୍ତୃ. ଅ) —

ଧନୁର୍ଦ୍ଧର — Holding or carrying a bow in the arms; armed with a bow.

ସଂ. ବି. —

ଶ୍ରୀରାମ —Ṡrīrāma.

କୋଦଣ୍ଡଧର କାନ୍ତା ହରାଇ ବୁଲନ୍ତି ବନଗିରି ବିଶ୍ବନାଥ. ବିଚିତ୍ରରାମାୟଣ

[ଦ୍ର—ଏହି ଶବ୍ଦ ବିଶେଷ ଭାବରେ ଶ୍ରୀରାମଙ୍କଠାରେ ପ୍ରଯୁଜ୍ୟ ହୁଏ; କାରଣ ରାମାବତାରରେ ଶ୍ରୀରାମ ସର୍ବଦା ଧନୁଶର ବ୍ୟବହାର କରୁ ଥିଲେ]