Jump to content

କୋଦଣ୍ଡ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଦଣ୍ଡ କରିବା
ଉଚ୍ଚାରଣ: Kodaṇḍa karibā

ଦେ. କ୍ରି —

ଓଡ଼ିଆ ବେହେରାଙ୍କ ସବାରି ଡାକ— ଏକା ସଙ୍ଗେ କାନ୍ଧେଇଥିବା ଗେଡ଼ା ବେହେରାଙ୍କ କାନ୍ଧ ସଙ୍ଗେ କାନ୍ଧ ମିଳାଇବାକୁ ଡେଙ୍ଗା ବେହେରା ଧନୁ ପରି ନଇଁଯିବା —To bend one's self like a bow in order to bring his shoulder to a line with the less tall co-palki-bearers.