କୋଦାଳ
ଦେଖଣା
କୋଦାଳ —
ଉଚ୍ଚାରଣ: Kodāḻa
কোদাল
ଦେ. ବି. (ସଂ. କୁଦ୍ଦାଳ; ଢୁଳ—ତା. କୋଦଳ) —
୧: କୋଡ଼ି —୧. Spade.
ଦଶଜଣ ତୁଲେ କୋଦାଳ ଦେଲେ ପ୍ରାଚୀ ପରଚେଗୀତା
कुदाल
୨: ଲମ୍ବ ବେଣ୍ଟ ଲାଗିଥିବା ଚଉଡ଼ାମୁହା କାଙ୍କ; ଫାଉଣ୍ଡା — ୨. A spade with a long handle.
ପ୍ରାଦେ. (ଗଡ଼ଜାତ) ବ —
ସାତ ଆଠ ହାତ ଉଚ୍ଚ ଏକ ପ୍ରକାର କାଠ ଗଛ —Sterculia Villos (Haines).
[ଦ୍ର—ଏହାର ବକଳକୁ ପରସ୍ତ ପରସ୍ତ କରି ଛଡ଼ାଇଲେ ତହିଁରୁ ଲଇ ହୁଏ]