Jump to content

କୋନ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋନ୍ତି
ଉଚ୍ଚାରଣ: Koṇti

ଗ୍ରା. (ପ୍ରାଚୀନ ପଦ) ବି. (ସଂ. କୌନ୍ତେୟ) —

କୁନ୍ତୀପୁତ୍ର; ଅର୍ଜୁନ — Arjuna, the son of Kuntī.

ଚାରି ଲକ୍ଷ ଜଗ୍ର ତାକୁ ଖଟନ୍ତି, ଏଥି ଉପରେ ଶୁଣ କହି କୋନ୍ତି ପ୍ରାଚୀ ପରଚେଗୀତା