କୋପ
ଦେଖଣା
କୋପ —
ଉଚ୍ଚାରଣ: Kopa
ସଂ. ବି. (କୃପ ଧାତୁ=ରାଗ କରିବା+ଭାବ. ଅ) —
୧: କ୍ରୋଧ; ରାଗ —୧. Anger; wrath.
୨: ଅସନ୍ତୋଷ —୨. Discontent.
୩: ଭୟାନକ ତେଜ; ପ୍ରକୋପ —୩. Fury.
୪: ଶରୀରସ୍ଥ କଫ, ବାତ ବା ପିତ୍ତର ଆଧିକ୍ୟ ବା ଉଗ୍ରଭାବ ଧାରଣ —୪. Morbid irritation or disorder of the humours of the body.