କୋପନ
ଦେଖଣା
କୋପନ —
ଉଚ୍ଚାରଣ: Kopana
(କୋପନା—ସ୍ତ୍ରୀ)
ସଂ. ବିଣ. ପୁଂ. (କୃପ ଧାତୁ+କର୍ତ୍ତୃ. ଅନ) —
୧: ରାଗୁଆ; ରାଗୀ; ଯେ ଅଳ୍ପକେ ରାଗି ଯାଏ — ୧. Irascible; surly.
୨: କ୍ରୁଦ୍ଧ —୨. Passionate; angry; wrathful; furious.
୩: ୟାହା ଶରୀରସ୍ଥ ବାତପିତ୍ତ ଓ କଫକୁ କୂପିତ କରାଏ — ୩. Causing morbid irritation or disorder of the humours of the body.
ସଂ. ବି. —
୧: ରଗାଇବା —୧. Irritating.
୨: ରାଗିଯିବା —୨. Becoming angry.